ତିରୁଚିରାପଲ୍ଲୀରେ ଶ୍ରମିକଙ୍କ ମୃତ୍ୟୁ, ଶ୍ରମ ଅଧିକାରୀ ଦେହ ଗାଁକୁ ଶବ ପଠାନ୍ତି 

ତିରୁଚିରାପଲ୍ଲୀରେ ଶ୍ରମିକଙ୍କ ମୃତ୍ୟୁ, ଶ୍ରମ ଅଧିକାରୀ ଦେହ ଗାଁକୁ ଶବ ପଠାନ୍ତି 

ଭୁବନେଶ୍ୱର, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅନ୍ତର୍ଗତ ଜାଗୁଗୁଡା ବ୍ଲକ ଜନଦା ପଟାଙ୍ଗୀ ଗ୍ରାମର ବାମନ ହାରକା  ଦିନ ମଜୁରିଆ ଭାବେ ତାମିଲନାଡୁର ତିରୁଚିରାପଲ୍ଲୀରେ ଏକ ଇଟା କାରଖାନାରେ କାମ କରୁଥିଲେ I  ସେଠାରେ ତାଙ୍କର ଜୁଲାଇ ୦୭ ତାରିଖରେ  ମୃତ୍ୟୁବରଣ ହୋଇଥିଲା I ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର  ହସ୍ତକ୍ଷେପ ପରେ ମୃତଦେହକୁ ତ୍ରିଚିରାପଲ୍ଲୀରୁ ବିଶାଖାପାଟଣା ରେଳ ଷ୍ଟେସନକୁ ସୁରକ୍ଷିତ ଭାବେ ପରିବହନ କରାଯିବା ପରେ  କୋରାପୁଟ ସହକାରୀ ଶ୍ରମ ଅଧିକାରୀ ମୃତଦେହ ଗ୍ରହଣ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କ ପୈତୃକ ଗ୍ରାମ ଜନଦା ପଟାଙ୍ଗୀକୁ ପଠାଇଛନ୍ତି I  ଜିଲ୍ଲା ପରିଷଦ ସଭାପତି, ବ୍ଲକ ଅଧ୍ୟକ୍ଷ, ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ୧୫ ଜୁଲାଇ ଅପରାହ୍ନ ସମୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

सोशल मीडिया पर देखें खेती-किसानी और अपने आसपास की खबरें, क्लिक करें...

- देश-दुनिया तथा खेत-खलिहान, गांव और किसान के ताजा समाचार पढने के लिए सोशल मीडिया प्लेटफार्म गूगल न्यूजगूगल न्यूज, फेसबुक, फेसबुक 1, फेसबुक 2,  टेलीग्राम,  टेलीग्राम 1, लिंकडिन, लिंकडिन 1, लिंकडिन 2टवीटर, टवीटर 1इंस्टाग्राम, इंस्टाग्राम 1कू ऐप  यूटयूब चैनल से जुडें- और पाएं हर पल की अपडेट

ସୋସିଆଲ ମିଡିଆରେ ଆପଣଙ୍କ ଚାରିପାଖରେ ଚାଷ ଏବଂ ଖବର ଦେଖନ୍ତୁ, କ୍ଲିକ୍ କରନ୍ତୁ ...
- ଦେଶ, ବିଶ୍ and ଏବଂ ଫାର୍ମ-ବାର୍, ଗାଁ ଏବଂ କୃଷକର ସର୍ବଶେଷ ଖବର ପ to ିବା ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ - ଗୁଗୁଲ୍ ନ୍ୟୁଜ୍, ଗୁଗୁଲ୍ ନ୍ୟୁଜ୍, ଫେସବୁକ୍, ଫେସବୁକ୍ ,, ଫେସବୁକ୍ ୨, ଟେଲିଗ୍ରାମ, ଟେଲିଗ୍ରାମ ,, ଲିଙ୍କଡିନ, ଲିଙ୍କଡିନ ,, ଲିଙ୍କଡିନ ,, ଟ୍ୱିଟର , ଟ୍ୱିଟର ,, ଇନଷ୍ଟାଗ୍ରାମ, ଇନଷ୍ଟାଗ୍ରାମ ,, କୋ ଆପ୍ ୟୁଟ୍ୟୁବ୍ ଚ୍ୟାନେଲରେ ଯୋଗ ଦିଅନ୍ତୁ ଏବଂ ସମସ୍ତ ଅଦ୍ୟତନଗୁଡିକ ପ୍ରାପ୍ତ କରନ୍ତୁ |