ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଜୀ ଲୋକ ସେବା ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ।

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଲୋକଙ୍କ ପାଇଁ ଆଧୁନିକ ସୁବିଧାର ବିକାଶ ପାଇଁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଯୋଜନା ଗୁଡିକର ସୁବିଧା ପାଉଥିବା ହିତାଧିକାରୀ ଚୟନ କ୍ଷେତ୍ରରେ ତଥା କର୍ମସଂସ୍ଥାନ ପ୍ରଦାନ କ୍ଷେତ୍ରରେ ଓଡିଶାର ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ସହର ଗୁଡିକର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଉପରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ସହରର ଗରିବ ଲୋକଙ୍କ ପାଇଁ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧାର ବିକାଶ କରାଯାଇ ପାରିବ। ସେମାନେ ସୁବିଧାରେ ରହି ସହରରେ ସେବା ଯୋଗାଇ ଦେବା ସହ ଜୀବିକ ଅର୍ଜନ ମଧ୍ୟ କରିପାରିବେ।

ସେହିପରି ଭୁବନେଶ୍ୱରର ଦୟା ୱେଷ୍ଟ କେନାଲର ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଉନ୍ନତ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସ୍ୱଚ୍ଛତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସହରରେ ବାୟୋ-ମାଇନିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ଯେପରି ଦେଶର ଏକ ମଡେଲ୍ ସହର ହୋଇପାରିବ ସେଥିପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବିଭାଗ ପକ୍ଷରୁ ୧୦୦ ଦିନର ଆକ୍ସନ ପ୍ଲାନ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଏହା ସହିତ ମେଟ୍ରୋ ରେଲ୍ ପ୍ରକଳ୍ପର ଅଗ୍ରଗତି, ଜାଗା ମିଶନ, କ୍ରୁଟ୍ ପରିବହନ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

मुख्यमंत्री मोहन चरण माझी ने लोक सेवा भवन में आवास एवं शहरी विकास विभाग के कार्यक्रमों की समीक्षा की 
भुवनेश्वर, मुख्यमंत्री मोहन चरण माझी ने आज लोक सेवा भवन में आवास एवं शहरी विकास विभाग के कार्यक्रमों की समीक्षा की और लोगों के लिए आधुनिक सुविधाओं के विकास का सुझाव दिया। उन्होंने विभिन्न योजनाओं का लाभ पाने वाले लाभार्थियों के चयन और रोजगार उपलब्ध कराने के क्षेत्र में ओडिशा के योग्य लोगों को प्राथमिकता देने की सलाह दी।
मुख्यमंत्री ने शहरों के परिधीय क्षेत्रों के विकास को प्राथमिकता देने के निर्देश दिये। इससे शहरी गरीबों के लिए बुनियादी ढांचे और संबंधित सुविधाओं का विकास हो सकेगा। वे सुविधाओं में रह सकते हैं और शहर को सेवाएं प्रदान कर सकते हैं और साथ ही जीविकोपार्जन भी कर सकते हैं।
मुख्यमंत्री ने शहरों के परिधीय क्षेत्रों के विकास को प्राथमिकता देने के निर्देश दिये। इससे शहरी गरीबों के लिए बुनियादी ढांचे और संबंधित सुविधाओं का विकास हो सकेगा। वे सुविधा में रह सकते हैं और शहर को सेवाएं प्रदान करने के साथ-साथ जीविकोपार्जन भी कर सकते हैं।
इसी तरह बैठक में भुवनेश्वर में मर्सी वेस्ट कैनाल की समस्या पर भी चर्चा हुई. मुख्यमंत्री ने इसके जीर्णोद्धार एवं सौंदर्यीकरण के लिए उन्नत योजना तैयार करने का निर्देश दिया.

मुख्यमंत्री ने स्वच्छता कार्यक्रम पर जोर देते हुए कहा कि राज्य के सभी शहरों में बायो माइनिंग सिस्टम लागू किया जाये. उन्होंने समुचित कार्यक्रम करने का निर्देश दिया ताकि स्वच्छता के क्षेत्र में भुवनेश्वर देश का मॉडल शहर बन सके.

बैठक में विभाग की ओर से 100 दिवसीय कार्ययोजना की जानकारी प्रस्तुत की गयी. इसके साथ ही बैठक में मेट्रो रेल प्रोजेक्ट की प्रगति, जग मिशन, मास ट्रांजिट सिस्टम, साफ-सफाई और सौंदर्यीकरण पर भी चर्चा हुई.

सोशल मीडिया पर देखें खेती-किसानी और अपने आसपास की खबरें, क्लिक करें...

- देश-दुनिया तथा खेत-खलिहान, गांव और किसान के ताजा समाचार पढने के लिए सोशल मीडिया प्लेटफार्म गूगल न्यूजगूगल न्यूज, फेसबुक, फेसबुक 1, फेसबुक 2,  टेलीग्राम,  टेलीग्राम 1, लिंकडिन, लिंकडिन 1, लिंकडिन 2टवीटर, टवीटर 1इंस्टाग्राम, इंस्टाग्राम 1कू ऐप  यूटयूब चैनल से जुडें- और पाएं हर पल की अपडेट