ରଥଯାତ୍ରା ଛୁଟି ସମ୍ବନ୍ଧିତ ଘୋଷଣା यात्रा अवकाश के संबंद में अधिसूचना
ଚଳିତ ବର୍ଷର ରଥଯାତ୍ରା ବିରଳ ଅଟେ। ଏହି ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
यात्रा अवकाश के संबंध में घोषणाएँ:
इस वर्ष की सवारी दुर्लभ है. इस वर्ष, रथ यात्रा के अगले दिन छुट्टी रहेगी क्योंकि रथना दो दिवसीय कार्यक्रम है। इसलिए, माननीय मुख्यमंत्री श्री मोहन चरण माझी ने 7 जुलाई के साथ-साथ 8 जुलाई को भी छुट्टी की घोषणा की है।