ଦାରିଦ୍ର୍ୟ ଏବଂ ଅଶିକ୍ଷା ଦୂର କରିବା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ଥିଲା

ଦାରିଦ୍ର୍ୟ ଏବଂ ଅଶିକ୍ଷା ଦୂର କରିବା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ଥିଲା

ajay kumar nayak

ଭୁବନେଶ୍ୱର, ତା. : ଓଡ଼ିଶାରାଜୀବଗାନ୍ଧୀଛାତ୍ରଫୋରମ୍‌ ଓ ରାଜୀବଗାନ୍ଧୀଷ୍ଟଡ଼ିସର୍କଲମିଳିତ ଆନକୁଲ୍ୟରେରାଜୀବଗାନ୍ଧୀଙ୍କର ୮୦ ତମଜନ୍ମଜୟନ୍ତୀ ଓ ରାଜ୍ୟସ୍ତରୀୟରାଜୀବଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବରାଜ୍ୟସଭାପତିସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ ଘଟିକାସମୟରେଭୁବନେଶ୍ୱରସ୍ଥିତଜୟଦେବ ଭବନରେ ଅନୁଷ୍ଠିତହୋଇଥିଲା ।ମୁଖ୍ୟଅତିଥି ଭାବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସରକୁମରବର ଦାସଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱୋଳନ କରି ଉଦ୍‌ଘାଟନ କରିଥିଲେ ।

ଯୁବକମାନେ ସମ୍ଭାବନରଶକ୍ତି, ରାଜୀବଗାନ୍ଧୀଭାରତକୁଶୋଷଣ ଦୁର୍ନୀତି ଓ ବୈଷମ୍ୟମୁକ୍ତସମାଜ ଗଠନ କରିବାକୁସଂକଳ୍ପ ବଦ୍ଧ ହୋଇଥିଲେ ।ସୂଚନା ଓ ପ୍ରଜୁକ୍ତିବିଦ୍ୟାକ୍ଷେତ୍ରରେଭାରତବର୍ଷକୁସର୍ବଶ୍ରେଷ୍ଠ ଓ ବିକଶିତରାଷ୍ଟ୍ରରେ ପରିଣତକରିବାଲାଗିରାଜୀବଗାନ୍ଧୀଙ୍କ ଉଦ୍ୟମଚିର ପ୍ରଶଂସନୀୟବୋଲିମୁଖ୍ୟ ଅତିଥି କୁମରବର ଦାସ ନିଜଭାଷଣରେକହିଥିଲେ ।ରାଜୀବଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇବିରାଜସ୍ୱର ୧ ଟଙ୍କାରୁ ୮୦ ପଇସାବାଟମାରଣାହେବା ଅତ୍ୟନ୍ତ ଚିନ୍ତାଜନକକହି ନିଜସରକାରଙ୍କୁବିସମାଲୋଚନାକରିବାକୁ ପଛାଇନଥିଲେ । ୧୮ ବର୍ଷରଭୋଟ ଦାନ ଅଧିକାର ଥିଲାତାଙ୍କରଐତିହାସିକ ନିଷ୍ପତି ।ସର୍ବଧର୍ମସମଭାବପନ୍ନ ବିଶ୍ୱାସକରିବା, ପଂଚାୟତରାଜବ୍ୟବସ୍ଥାରେମହିଳାକୁସୁଯୋଗ ଦେବା ଓ କେବିକେକୁ ସ୍ୱତନ୍ତ୍ର ଧ୍ୟାନ ଦେବାତାଙ୍କର ଅବଦାନ ଚିରସ୍ମରଣୀୟବୋଲିମୁଖ୍ୟବକ୍ତାଭାବରେଯୋଗଦେଇ ପ୍ରାକ୍ତନ ରାଜ୍ୟସଭାସାଂସଦ ରାମଚନ୍ଦ୍ରଖୁଂଟିଆମତବ୍ୟକ୍ତକରିଥିଲେ ।

ଅନ୍ୟମାନଙ୍କମଧ୍ୟରେ ସମ୍ମାନୀୟ ଅତିଥି ଭାବରେଭାରତୀୟବାୟୁସେନାର ପ୍ରାକ୍ତନ ଏୟାରଭାଇସ୍‌ମାର୍ଶଲମହାରାଜାମହନ୍ତ, ହାଇଟେକ୍‌ଗ୍ରୁପ୍‌ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହି, ଦୈନିକଖବପରକାଗଜ ପର୍ଯ୍ୟବେକ୍ଷକ ତଥା କଳିଙ୍ଗକ୍ଲୋନିକିଲ୍‌ରମୁଖ୍ୟସମ୍ପାଦକ ପବିତ୍ରମୋହନ ସାମନ୍ତରାୟଯୋଗ ଦେଇ ରାଜୀବଗାନ୍ଧୀଙ୍କବହୁମୁଖି ପ୍ରତିଭାବିଷୟରେ ନିଜର ଅନୁଭୂତିକୁବର୍ଣ୍ଣନାକରିଥିଲେ ।ରାଜ୍ୟସଭାପତିସତ୍ୟବ୍ରତ ନାୟକତାଙ୍କବକ୍ତବ୍ୟରେକହିଥିଲେ ଆଜିର ସମ୍ମାନୀତ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେତାଙ୍କରକର୍ମମୟଜୀବନରେସେବାମନବୃତିନେଇକାର୍ଯ୍ୟକଲେତାହାରାଜୀବଗାନ୍ଧୀଙ୍କ ପ୍ରତିଶ୍ରେଷ୍ଠଶ୍ରଦ୍ଧାଞ୍ଜଳିହେବ ।ଫୋରମ୍‌ସାଧାରଣସମ୍ପାଦକ- ପଦ୍ମାକରଗୁରୁ ଅତିଥି ପରିଚୟକରିବାସହସ୍ୱାଗତଭାଷଣ ପ୍ରଦାନ କରିଥିଲେ ।ଏହିକାର୍ଯ୍ୟକ୍ରମରେଏନ୍‌.ସି.ସି., ସ୍କାଉଟ୍‌ଗାଇଡ଼ରେଞ୍ଜର, ରୋଭର, ଏନ୍‌.ଏସ୍‌.ଏସ୍‌. ସ୍ୱେଚ୍ଛାସେବୀ, ୟୁଥ୍‌ ରେଡ଼କ୍ରସସ୍ୱେଚ୍ଛାସେବୀ, କଳା, ବିଜ୍ଞାନ, ଓଡ଼ିଶୀ ନୃତ୍ୟ, ସଂଗୀତ ଓ କ୍ରୀଡ଼ାରେରାଜ୍ୟରଶ୍ରେଷ୍ଠ ୧୧୦ଜଣ ଛାତ୍ରଛାତ୍ରୀଙ୍କୁରାଜ୍ୟସ୍ତରୀୟରାଜୀବଗାନ୍ଧୀ ପ୍ରତିଭା ସମ୍ମାନରେ ମୁଖ୍ୟଅତିଥି ଓ ଅତିଥିମାନେ ସମ୍ମାନୀତ କରିଥିଲେ ।
 ଏହିକାର୍ଯ୍ୟକ୍ରମରେସଂଗଠନରକାର୍ଯ୍ୟକର୍ତା ପ୍ରିୟବ୍ରତ ନାୟକ, ସାଗର ରଞ୍ଜନ ପରିଡ଼ା, ଅନୀଲକୁମାରମହାନ୍ତି, ଅନିଲକୁମାରଛୁଆଲସିଂ, ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖକାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ ।ସଂଗଠନରସଂଯୋଜକ ପ୍ରିୟବ୍ରତ ନାୟକ ଧନ୍ୟବାଦ ଅର୍ପଣକରିଥିଲେ ।

सोशल मीडिया पर देखें खेती-किसानी और अपने आसपास की खबरें, क्लिक करें...

- देश-दुनिया तथा खेत-खलिहान, गांव और किसान के ताजा समाचार पढने के लिए सोशल मीडिया प्लेटफार्म गूगल न्यूजगूगल न्यूज, फेसबुक, फेसबुक 1, फेसबुक 2,  टेलीग्राम,  टेलीग्राम 1, लिंकडिन, लिंकडिन 1, लिंकडिन 2टवीटर, टवीटर 1इंस्टाग्राम, इंस्टाग्राम 1कू ऐप  यूटयूब चैनल से जुडें- और पाएं हर पल की अपडेट